Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
କଳା ଓ ସଂସ୍କୃତି – CPD NEWS

କଳା ଓ ସଂସ୍କୃତି

ଛେଣ୍ଡିପଦାରେ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା ବିକାଶ୍ ଫାଉଣ୍ଡେସନ ଅଧ୍ୟକ୍ଷାଙ୍କର ଛେଣ୍ଡିପଦା ଗସ୍ତ , ୫୦ୟୁନିଟ ରକ୍ତସଂଗ୍ରହ

ବିଭିନ୍ନ କାର୍ତ୍ତିକେଶ୍ବର ପୂଜା ମଣ୍ଡପ ବୁଲି ଦେଖିବା ସହିତ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କଲେ l...

ମା’ରାମଚଣ୍ଡୀ ଠାକୁରାଣୀଙ୍କ ୭ଦିନ ବ୍ୟାପି ପ୍ରସିଦ୍ଧ ଏ୍ୟୌତିହାସିକ ଯାତ୍ରା ସୋମବାର

ଛେଣ୍ଡିପଦା, ଛେଣ୍ଡିପଦା ବ୍ଲକ୍‌ର ବୀରଭୁମି ତଥା ସ୍ୱାଧିନତା ସଂଗ୍ରାମୀର ଗ୍ରାମ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ୭ଦିନ ବ୍ୟାପି...

ଛେଣ୍ଡିପଦା ବ୍ଳକ ସ୍ତରୀୟ କୃଷକ ଦିବସ ଅକ୍ଷୟ ତୃତୀୟା ପାଳନ

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ୍ ବାହାଳସାହି ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ଛେଣ୍ଡିପଦା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର...

ଖମାରରେ ମା’କନକଦୁର୍ଗାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଖମାର ଗ୍ରାମର ବାବା ବାଣେଶ୍ୱର ମନ୍ଦିର ପରିସରରେ ଥିବା ମା’କନକଦୁର୍ଗାଙ୍କର ନୂତନ ମନ୍ଦିର...

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥ#ଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର...

କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ ସାମ୍ନାକୁ ଆସିଛି । ମାରୁତି ସୁଜୁକି ତାଲିକାରେ ସର୍ବ...

କଂଗ୍ରେସ ଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବ ନାହିଁ ଆୟକର ବିଭାଗ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସ ପାଇଁ ଆୟକର ବିଭାଗ ସୋମବାର ସୁପ୍ରିମକୋର୍ଟଙ୍କୁ ଏକ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଦେଶ ପାଇଁ ଭଲ ନୁହେଁ – କେଜ୍ରିୱାଲ

ଡେସ୍କ: ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର...

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଥିଲା। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜୋଳନ ପରେ ବନ୍ଦେ...

ପନ୍ତ ଚମକରେ ଚେନ୍ନାଇ ଚିତ୍

ବିଶାଖାପାଟଣା: ଅଧିନାୟକ ଋଷଭ ପନ୍ତଙ୍କ ପ୍ରତୀକ୍ଷିତ ଅର୍ଦ୍ଧଶତକ ସହ ଶେଷ ଓଭରଗୁଡ଼ିକରେ ବୋଲର୍‌ ସଫଳତାର ସହ ଧୋନି ଧମାକାକୁ ପ୍ରତିହତ...

ପାକିସ୍ତାନକୁ ଚୀନ୍‌ର ନାଲି ଆଖି: ଆମ ଲୋକଙ୍କ ସୁରକ୍ଷା ଆମକୁ କରିବାକୁ ଦିଅ

ବେଜିଂ: ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ...

You cannot copy content of this page