696dbdc0b0e80

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି। ୫୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ ହୋଇଥିବା ବେଳେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ତା’ର ବିବରଣୀ ଏବେ ସାମ୍ନାକୁ ଆସିଛି।

୧- ପରିବହନ- ୫, ୯୮,୫୨୦ କୋଟି

୨- ପ୍ରତିରକ୍ଷା – ୫,୯୪,୫୮୫ କୋଟି

୩- ଗ୍ରାମୀଣ ବିକାଶ – ୨,୭୩,୧୦୮ କୋଟି

୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୨,୫୫, ୨୩୪ କୋଟି

୫- କୃଷି କାର୍ଯ୍ୟକ୍ରମ – ୧,୬୨,୬୭୧ କୋଟି

୬- ଶିକ୍ଷା – ୧,୩୯, ୨୮୯ କୋଟି

୭- ଶକ୍ତି – ୧,୦୯, ୦୨୯ କୋଟି

୮- ସ୍ୱାସ୍ଥ୍ୟ – ୧,୦୪,୫୯୯ କୋଟି

୯- ସହରୀ ବିକାଶ – ୮୫,୫୨୨ କୋଟି

୧୦- ଆଇଟି ଓ ଟେଲିକମ – ୭୪,୫୬୦ କୋଟି

୧୧- ବାଣିଜ୍ୟ ଓ ଶିଳ୍ପ – ୭୦,୨୯୬ କୋଟି

୧୨- ସାମାଜିକ କଲ୍ୟାଣ – ୬୨, ୩୬୨ କୋଟି

୧୩- ବିଜ୍ଞାନ ଭିତ୍ତିକ ବିଭାଗ – ୫୫,୭୫୬ କୋଟି

୧୪- ଟିକସ ପ୍ରଶାସନ – ୪୫, ୫୦୦ କୋଟି

୧୫- ବୈଦେଶିକ ବ୍ୟାପାର – ୨୨, ୧୧୯ କୋଟି

୧୬- ଅର୍ଥ – ୨୦, ୬୪୯ କୋଟି

୧୭- ଉତ୍ତର ପୂର୍ବର ବିକାଶ – ୬,୮୧୨ କୋଟି

Please follow and like us:

About The Author

Leave a Reply

Your email address will not be published. Required fields are marked *