ଅଜୟଙ୍କୁ ଛେଣ୍ଡିପଦା ବ୍ଲକ କଂଗ୍ରେସ ସଭାପତି ଦାୟିତ୍ବ

0
IMG-20260213-WA0074

ଛେଣ୍ଡିପଦା,ଅନୁଗୁଳ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଓ ନଗର/ବ୍ଲକ ସଭାପତିଙ୍କ ନାମ ଅନୁମୋଦିତ କରିଛନ୍ତି । ଏହି କମିଟିରେ ଅଜୟ କୁମାର ବେହେରାଙ୍କୁ ଛେଣ୍ଡିପଦା ବ୍ଲକ କଂଗ୍ରେସ ସଭାପତି ଦାଇତ୍ବ ମଳିଛି । ଆଗାମୀ ଦିନରେ

ସଙ୍ଗଠନର କର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ରାହୁଳ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବା ସହିତ ଯୁବ ନେତୃତ୍ବକୁ ପ୍ରାଧାନ୍ୟ ଦେଇ ସଂଗଠନ ଏକ ଗଠନ ଦୁର୍ନୀତିମୁକ୍ତ ଛେଣ୍ଡିପଦା ବ୍ଲକ ଗଠନ କରିବା ପାଇଁ ନୂଆ କାର୍ଯ୍ୟପନ୍ଥା ହାତକୁ ନେବେ ବୋଲି କହିଛନ୍ତି ।ଏହି ନୂତନ ଦାଇତ୍ବ ପାଇଁ ପ୍ରଦେଶ ଦଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଅନୁଗୁଳ ଜିଲ୍ଲା

କଂଗ୍ରେସ ସଭାପତି ସୁନୀଲ ପ୍ରଧାନ,ପୂର୍ବତନ ପ୍ରଦେଶ କଂଗ୍ରେସ ସଂପାଦକ ସରୋଜ ପ୍ରଧାନ,ପ୍ରଦେଶ କଂଗ୍ରେସ ଉପ ସଭାପତି ସସ୍ମିତା ବେହେରା ବେହେରା କୁ ଧନ୍ୟବାଦ ଜଣାଇଛନ୍ତି ।

Please follow and like us:

About The Author

Leave a Reply

Your email address will not be published. Required fields are marked *