ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ସ୍କୁଟି, ଜଣେ ମୃତ

0
VID-20250108-WA0106

ଛେଣ୍ଡିପଦା,ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗ୍ରାମର ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖଣ୍ଟ କୁ ଧକ୍କା ଦେଲା ସ୍କୁଟି । ଜଣେ ମୃତ୍ୟୁ , ଜଣେ ଗୁରୁତର । ମୃତ୍ୟୁ ଜଣକ ହେଲେ ସନ୍ତରାବନ୍ଧ ଗାଁର ମାମଲା ପଧାନ ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page