ବନ୍ଧୁକ ଦେଖାଇ କଟୁରୀରେ ହାଣି ଲୁଟିନେଲେ ଦୁର୍ବୁତ୍ତ ୪୯ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ

ଛେଣ୍ଡିପଦା -ପୁଣି ଅନୁଗୋଳ ଜିଲ୍ଲାରେ ମାତିଲେ ଲୁଟେରା l ଜନସେବାକେନ୍ଦ୍ର ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ କଟୁରୀରେ ହାଣି ୪୯ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ…