ଅବକାରୀ ବିଭାଗର ନାବାଳିକାକୁ ମାଡ , ଥାନାରେ ଅଭିଯୋଗ

ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳରେ ଘରେ ପଶି ନାବାଳିକାଙ୍କୁ ମାଡ଼ ମାରିଛନ୍ତି ଅନୁଗୋଳ ଅବକାରୀ କର୍ମଚାରୀ । ପ୍ରତିବାଦରେ ବାଗଡିଆ ଥାନାରେ ଦ୍ୱାରସ୍ଥ ହେଲେ ମହିଳା…